କ୍ୟୁଆର କୋଡ୍ ଚଞ୍ଚକତା କରି ୧୪ କୋଟି ଠକେଇ : ନୋଏଡାରୁ ଜଣେ ଗିରଫ

Spread the love

ଭୁବନେଶ୍ୱର : କ୍ୟୁଆର କୋଡ୍ ଚଞ୍ଚକତା କରି ୧୪ କୋଟି ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧିକ ଶାଖା ବା ଇଓଡବ୍ଲୁ । ଏହି ଠକେଇ ମାମଲାରେ ଇଓଡବ୍ଲୁ ନୋଏଡ଼ାରୁ କରନ ସିଂ ଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ପରେ କରନକୁ ୩ ଦିନିଆ ରିମାଣ୍ଡରେ ଆଣିଛି ଇଓଡବୁ୍ଲ । ଭୁବନେଶ୍ୱରର ଏକ କମ୍ପାନୀ ଏପ୍ରିଲରେ ଠକେଇ ଅଭିଯୋଗ କରିଥିଲା ।ସେହି ଆଧାରରେ କରନକୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *