ଭଦ୍ରକ ମେଡିକାଲରୁ ଡିସଚାର୍ଜ ହେଲେ 25 ଆହତ

Spread the love

ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା 37 ଜଣ ଯାତ୍ରୀ ଙ୍କ ମଧ୍ୟରୁ 25 ଜଣଙ୍କୁ ଡିସଚାର୍ଜ କରି ଦିଆଯାଇଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜ୍ୟର ତଥା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଭଳି ରାଜ୍ୟର ଏହି ଯାତ୍ରୀ ଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରା ଯିବା ସହ ସ୍ୱତନ୍ତ୍ର ଗାଡି ଯୋଗେ ସେମାନଙ୍କ ଘରେ ପହଞ୍ଚିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *