ଆଜି ଦିନ ୧୧. ୩୦ ରେ ଭୁବନେଶ୍ୱରରେ ୩୬.୬ ଡ଼ିଗ୍ରୀ ତାପମାତ୍ରା

Spread the love

ଭୁବନେଶ୍ୱର : ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚାନ୍ଦବାଲିରେ ୩୬ ଡ଼ିଗ୍ରୀ ସମ୍ବଲପୁରରେ ୩୫ ଡ଼ିଗ୍ରୀ. ହୀରାକୁଦରେ ୩୪.୪ ଡ଼ିଗ୍ରୀ, ଝାରସୁଗୁଡାରେ ୩୪.୪ ଡ଼ିଗ୍ରୀ ପୁରୀରେ ୩୩.୬ ଡ଼ିଗ୍ରୀ, ପାରାଦ୍ୱୀପରେ ୩୨.୮ ଡ଼ିଗ୍ରୀ ଗୋପାଳପୁରରେ ୩୨.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୨.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୧.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *