କଳାହାଣ୍ଡି ରେ ପହଞ୍ଚିଲେ 5-ଟି ସଚିବ ଭି.କେ ପାଣ୍ଡିଆନ୍

Spread the love

କଳାହାଣ୍ଡି : ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଥିବା 5-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଭବାନୀପାଟଣା ପୋଲିସ ହାଇ ସ୍କୁଲ୍ ରେ ପହଞ୍ଚିଛନ୍ତି । ଭବାନୀପାଟଣାରେ ପହଞ୍ଚିବା ପରେ ସେଠି ଛାତ୍ରଛାତ୍ରି ଓ ଅଭିଭାବକଙ୍କ ସହ ଭେଟିଥିଲେ ସଚିବ । ଏହା ପରେ ପାଣ୍ଡିଆନ୍ ବିଭିର୍ନ୍ନ ଜାଗା ବୁଲି ବିଭିର୍ନ୍ନ ପ୍ରକଳ୍ପକୁ ନିରିକ୍ଷଣ କରିଛନ୍ତି । ଏହା ପରେ ସେ ଏକ ସାଧାରଣ ସଭାରେ ଯୋଗଦାନ ଦେଇଛନ୍ତି । ଏହି ସଭାରେ କଳାହାଣ୍ଡି ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କଣ କଣ ଲକ୍ଷ ରହିଛି ସେହି ବିଷୟରେ ଜନସାଧାରଣ ମାନଙ୍କ ସହ ଆଲୋଚନା କରିଛନ୍ତି । ପାଣ୍ଡିଆନ୍ ଙ୍କର  କଳାହାଣ୍ଡିରେ ପହଞ୍ଚିବା ପରେ ତାଙ୍କୁ ଭେଟିବା ପାଇଁ କଳାହାଣ୍ଡିବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା

Leave a Reply

Your email address will not be published. Required fields are marked *