ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ପାଇଁ ଯୋଜନା କରିବାକୁ ଯାଉଛନ୍ତି । ବୁଲା ପଶୁ ମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଦୁର୍ଘଟଣା ହେଲେ 1962 ହେଲ୍ପଲାଇନ ନମ୍ବର ଅଛି । ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି । ଗୋ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କରାଯାଉଛି । ଗୋ ବଂଶ ବୃଦ୍ଧି ପାଇଁ ପଦକ୍ଷେପ ସହ ପ୍ରୋତ୍ସାହନ ଦିଆଯାଉଛି । ଦେଶୀ ଗାଈଙ୍କ ବଂଶ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଛି । ଗୋଶାଳା ଖୋଲାଯାଉଛି ।ଗୋଶାଳା କରିବା ପାଇଁ 52 ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଗୋ ଚାଲାଣ ଓ ଗୋ ହତ୍ୟା ବନ୍ଦ କରିବାକୁ କମିଟି ହୋଇଛି।ସେଭଳି ଘଟଣା ସାମ୍ନାକୁ ଆସିଲେ କଠୋର ପଦକ୍ଷେପ ନିଆଯିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now