କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହା ଉପରେ ମତାମତ ଦେବା ଠିକ ହେବ ନାହିଁ – ପିନାକୀ ମିଶ୍ର

Spread the love

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲାଯିବା ନେଇ ରାଜ୍ୟରେ ରାଜନୈତିକ ବୟାନବାଜୀ ଜୋର ଧରିଥିବା ବେଳେ ପୁରୀର ସାଂସଦ ତଥା ବରିଷ୍ଠ ବିଜେଡି ନେତା ପିନାକୀ ମିଶ୍ର ଏହା ଉପରେ ମତାମତ ଦେବା ଠିକ ହେବ ନାହିଁ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ରତ୍ନଭଣ୍ଡାର ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏହା ଉପରେ କୌଣସି ମତାମତ ଦେବା ଠିକ୍ ନୁହେଁ।

Leave a Reply

Your email address will not be published. Required fields are marked *