ଦାୟିତ୍ୱ ଗ୍ରହଣ କଲେ ବଲାଙ୍ଗୀରର ନୂତନ ଏସ୍‌ପି ରିଷିକେଶ ଖିଲାରୀ

ବଲାଙ୍ଗୀର : ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବଲାଙ୍ଗିରର ନୂତନ ଏସ୍‌ପି ରିଷିକେଶ ଖିଲାରୀ । ପୂର୍ବ ଏସ୍‌ପି ନୀତିନ କୁଶଲକରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବଲାଙ୍ଗୀରରେ କାମ କରିବାର ସୁଯୋଗ ମିଳିଥିବାରୁ ନୂତନ ଏସ୍‌ପି ରିଷିକେଶ ଖିଲାରୀ ଉତ୍ସାହିତ ଥିବା ପ୍ରକାଶ କରିବା ସହ ଜିଲ୍ଲାର ଆଇନ ଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ମିଡ଼ିଆ ପ୍ରତିନିଧିମାନଙ୍କୁ କହିଛନ୍ତି । କ୍ରାଇମ୍ କଂଟ୍ରୋଲ୍ ଦିଗରେ ପଦକ୍ଷେପ ନେବା ସହ ସାଇବର୍ କ୍ରାଇମ୍ ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *