ଭୁବନେଶ୍ୱର : ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବ୍ରହ୍ମପୁର ମହାନଗର ନିଗମର ୨୭ ନମ୍ବର ୱାର୍ଡର କର୍ପୋରେଟର ନିଳକଣ୍ଠ ସାହୁଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now