ଭଦ୍ରକ : ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ନେଇ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟରେ ୨୯ ମଇ ରୁ ଖୋଲାଯାଇଥିବା ପଛୁଆ ବର୍ଗ ସର୍ଭେ ସୁବିଧା କେନ୍ଦ୍ର ଜୁନ ୭ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ପ୍ରତିଦିନ ସକାଳ ୭ଟାରୁ ଦିବା ୧ଟା ପର୍ଯ୍ୟନ୍ତ ଏହା ଖୋଲା ରହୁଛି । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ଏହି କେନ୍ଦ୍ରରେ ତଥ୍ୟ ପ୍ରଦାନ କରିପାରିବେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now