ଗାଁ ପୋଖରିରେ ଗାଧେଇବା ବେଳେବୁଡିଗଲେ ଛାତ୍ର

Spread the love

ଭଦ୍ରକ : ଚରମ୍ପା ଶ୍ରୀରାମପୁର ଗାଁ ରେ ଆଜି ଘଟାଛି ଏକ ଅଭାବନୀୟ ଘଟଣା । ଆଜି ପୋଖରିକୁ ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇ ପ୍ରାଣ ହରାଇଛନ୍ତି କାଲି ମାଟ୍ରିକ ରେଜଲ୍ଟ ବାହାରିଥିବୋ ଜଣେ ଛାତ୍ର । ଗତକାଲି ପ୍ରକାଶ ପାଇଥିବା ମାଟ୍ରିକ ରେଜଲ୍ଟରେ ସେ 86% ମାର୍କ ହାସଲ କରିଥିଲେ ।  ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *