ଭୁବନେଶ୍ୱରରେ ମୋଟ 193ଟି ପାର୍ଥିବ ଶରୀର ରହିଥିବା ବେଳେ ଏମ୍ସରେ ରହିଛି 124ଟି – ବିଏମସି କମିଶନର

Spread the love

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ମାନଙ୍କର ମୋଟ 193ଟି ପାର୍ଥିବ ଶରୀର ରହିଥିବା ବେଳେ ଏଥି ମଧ୍ୟରୁ 124ଟି ଏମ୍ସରେ ରହିଛି । ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏମ୍ସ ରେ ୫୦ ରୁ ଉର୍ଦ୍ଧ୍ବ ମୃତ ଦେହଙ୍କ ପରିଚୟ ମିଳିପାରିଛି।୪୭ ଜଣ ମୃତ ଦେହ କୁ ଠିକଣା ଜାଗାରେ ପହଞ୍ଚା ଯାଇଛି।

Leave a Reply

Your email address will not be published. Required fields are marked *