ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। ଜବତ ଦୁଇଟି ମୋବାଇଲକୁ ରାଜ୍ୟ ଫରେନସିକ୍ ଲ୍ୟାବକୁ ପଠାଇଲା ପୋଲିସ। ଏବେ ପୋଲିସ ସ୍କାନରରେ ଧର୍ମେନ୍ଦ୍ରଙ୍କ ଉପର ଘରେ ରହୁଥିବା ରୋଷେୟାଙ୍କ ପରିବାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now