ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ନକ୍ସଲ ମୃତ

ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ଜଂଗରଗୁଣ୍ଡା ଏରିଆ କମିଟିର ସଦସ୍ୟମାନେ ତୁମାରଗଟ୍ଟା ଗ୍ରାମ ନିକଟସ୍ଥ ଜଂଗଲରେ କ୍ୟାମ୍ପ…

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ୭୬ ବର୍ଷ ବୟସରେ କମଳାଙ୍କ ପରଲୋକ ଘଟିଛି। ଗଲା ୧୮ ତାରିଖରୁ ଏସସିବିରେ ଚିକିତ୍ସିତ ହେଉଥିଲେ। କିଡନୀ…

ବ୍ୟାପୁଛି ଝାଡାବାନ୍ତି ;୨ମୃତ ୫୦ ଆକ୍ରାନ୍ତ

ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଲଖପାଲି ଗାଁରେ ବ୍ୟାପୁଛି ଝାଡାବାନ୍ତି । ଏଥିରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆକ୍ରାନ୍ତ…

ବାଂଲାଦେଶରେ କର୍ଫ୍ୟୁ ଲାଗୁ ,ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷରେ ଗଲାଣି ୧୦୫ ଜଣଙ୍କ ଜୀବନ

ସାରା ଦେଶରେ ବ୍ୟାପିଥିବା ସାଂଘାତିକ ଅଶାନ୍ତି ପରେ ବାଂଲାଦେଶର ଅଧିକାରୀମାନେ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି । ଛାତ୍ର ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଯୋଗୁ…

ବାଂଲାଦେଶରେ ଉଗ୍ରରୂପ ନେଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ , ହିଂସାକାଣ୍ଡରେ ୩୯ ମୃତ

ସରକାରୀ ଚାକିରୀ ପାଇଁ କୋଟା ବ୍ୟବସ୍ଥାକୁ ନେଇ ଛାତ୍ର ବିରୋଧୀ, ସୁରକ୍ଷା ଅଧିକାରୀ ଏବଂ ସରକାରୀ ସମର୍ଥକ ଛାତ୍ର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନିରନ୍ତର ସଂଘର୍ଷ ପରେ ବାଂଲାଦେଶରେ…

ଚଣ୍ଡୀଗଡ ଏକ୍ସପ୍ରେସ ଲାଇନଚ୍ୟୁତ ; ୨ ମୃତ,୨୦ରୁ ଅଧିକ ଗୁରୁତର

ଉତ୍ତରପ୍ରଦେଶର ଗୋଣ୍ଡାରେ ପୁଣି ଏକ ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ଲାଇନଚ୍ୟୁତ ହେଇଛି ।…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର; ୪ ଯବାନ ସହିଦ

ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ୍ ହୋଇଛନ୍ତି। ଡୋଡ଼ାରେ ଆତଙ୍କୀ ଆକ୍ରମଣରେ କଶ୍ମୀର ଟାଇଗର୍ସ ନିଜକୁ ଦାୟୀ କରିଛି। ସୋମବାର ସଂଧ୍ୟାରେ ଜବାନ-ଆତଙ୍କବାଦୀ ମୁହାଁମୁହିଁ…

ଗୁଜରାଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା; ୬ ମୃତ୍ୟୁ,୮ ଗୁରୁତର ଆହତ

ଗୁଜରାଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟି ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ଘଟିଛି।ଏହି ବିଳାସପୂର୍ଣ୍ଣ ବସ୍ ସହିତ ଟ୍ରକ୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୬ ଜଣଙ୍କର…

ତ୍ରୀକୋଣୀୟ ପ୍ରେମରୁ ବିଭତ୍ସ ହତ୍ୟାକାଣ୍ଡ

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ ଡବଲ ମର୍ଡର। ତ୍ରିକୋଣୀୟ ପ୍ରେମରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।ଡ୍ରାଇଭରର ଛୁରାମାଡ଼ରେ ଯୁବକ ଓ…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ;ତଦନ୍ତ କରୁଛି ଏଫ୍‌ବିଆଇ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମକୁ ନେଇ ଯାଞ୍ଚ କରୁଛି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଫ୍‌ବିଆଇ)। ପେନସିଲଭାନିଆରେ ଏକ…