ପାଣିପାଗ ଓ ପରିବେଶଭୁବନେଶ୍ୱର

ବନ୍ୟାରେ ୧ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ

ବୁବନେଶ୍ୱର: ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ। ବନ୍ୟା ଯୋଗୁ ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ। ଚଳିତ ବନ୍ୟାରେ ୧ଲକ୍ଷ ହେକ୍ଟର ଚାଷ ଜମି ବନ୍ୟାରେ ହୋଇଛି ନଷ୍ଟ। ବନ୍ୟା ଓ ବର୍ଷାରେ 24ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି। 10ଟି ଜିଲ୍ଲା ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି। ଜଗତସିଂହପୁରରେ ସର୍ବାଧିକ 2 ହଜାର 420 ହେକ୍ଟର  ଚାଷ ଜମି ବନ୍ୟାରେ କ୍ଷତି ହୋଇଛି। ଗତକାଲି କୃଷି ମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ।

Related Articles

Leave a Reply

Your email address will not be published.

Back to top button