ଭିମସାର ଓ ଏମକେସିଜି ଛାତ୍ର ଗଣ୍ତଗୋଳ ଘଟଣାରେ ମାମଲା ରୁଜୁ, ତଦନ୍ତ ଜାରୀ

Spread the love

ଭୁବନେଶ୍ୱର : ଭିମସାର ଓ ଏମକେସିଜି ଛାତ୍ର ଗଣ୍ତଗୋଳ ଘଟଣା ମାମଲାରେ ଭିମସାର ନିର୍ଦେଶକଙ୍କ ଏତଲା ପରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି । କେଉ ମାନେ ସମ୍ପୁକ୍ତ ଭିଡିଓ ଆଧାରରେ ତାର ତଦନ୍ତ ଚାଲିବ । ସମ୍ବଲପୁର ଏସପି ମୁକେଶ ଭାମୁ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଘଟଣାରେ କେହି ବଡ ଧରଣ ଆହତ ହୋଇନାହାନ୍ତି । ଅଣଛାତ୍ର ନା ଛାତ୍ର ମାନେ ଘଟଣାରେ ସମ୍ପୁକ୍ତ ଥିଲେ ତଦନ୍ତ ପରେ ସ୍ପଷ୍ଟ ହେବ । ପୀଡିତ ଛାତ୍ର ମାନଙ୍କ ଠାରୁ ସମସ୍ତ ବୟାନ ରେକର୍ଡ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *