ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଅମାନତ ଉଡିଲା

Spread the love

ଭୁବନେଶ୍ୱର : ଝାରସୁଗୁ଼ଡା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳୀ ଦାସଙ୍କ ବିପୁଳ ବିଜୟ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତାଙ୍କର ଅମାନତ ରଖି ପାରି ନାହାନ୍ତି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪,୪୯୬ ଖଣ୍ଡ ଭୋଟ ମିଳିଛି ।

ଗତ ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକ ମୋଟ୍ ୧୮, ୮୨୩ ଭୋଟ୍ ପାଇଥିଲେ । ଅର୍ଥାତ୍ ଗତ ଥର ଅପେକ୍ଷା ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ୧୪, ୩୨୭ଟି କମ୍ ଭୋଟ୍ ମିଳିଛି ।

Leave a Reply

Your email address will not be published. Required fields are marked *