ନବୋଦୟ ଛାତ୍ରୀ ମୃତ୍ୟୁ ମାମଲାରେ ଅଧ୍ୟକ୍ଷଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

Spread the love

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ରୀ ସୌଦାମିନୀ ରଇତ ମୃତ୍ୟୁ ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଷଷ୍ଠ ଦିନରେ ପହଞ୍ଚିଛି । କ୍ରାଇମବ୍ରାଞ୍ଚର ପାଞ୍ଚ ଜଣିଆ ଟିମ ଗତ ୫ଦିନ ମଧ୍ୟରେ ବିଭିନ୍ନ ଦିଗକୁ ନେଇ ଛାନଭିନ ଆରମ୍ଭ କରିଥିବା ବେଳେ ଆଜି ଷଷ୍ଠ ଦିନରେ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡାଙ୍କୁ ଓ ହାଉସକିପିଙ୍ଗ ସ୍ୱର୍ଣ୍ଣପ୍ରଭା ମହାପାତ୍ରଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ପୂର୍ବାହ୍ନରେ ବିଦ୍ୟାଳୟରେ ପହଂଚିବା ବେଳେ ବିଦ୍ୟାଳୟର ଗେଷ୍ଟ ହାଉସ ଠାରେ ୩ଘଣ୍ଟାରୁ ଅଧିକ ସମୟ ଧରି ଅଧ୍ୟକ୍ଷଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *