ଚିକିତ୍ସାଧିନ ଅବସ୍ଥାରେ ହାତୀର ମୃତ୍ୟୁ

Spread the love

ଢ଼େଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଚଞ୍ଚଳରେ ଆଖି ବୁଜିଛି ଚିକିତ୍ସାଧିନ ଥିବା ହାତୀ । ହାତୀଟି ଗତ ୩ ରୁ ୪ ଦିନ ହେବ ଗୋଟିଏ ଜାଗାରେ ପଡି ରହିଥିଲା । ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା ଜାରୀ ରଖିଥିଲେ । ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *