ଡିନାମାଇଟ ଫୁଟାଇ ମାଛ ଧରିବା ହେଲା କାଳ

ଦେବଗଡ଼ କୁଣ୍ଢେଇଗୋଳା ଥାନା ଭୁଲକାବାହାଳ ଗ୍ରାମ ଚୁଆହୁଳିରେ ଅଘଟଣ । ଡିନାମାଇଟ ଫୁଟାଇ ମାଛ ଧରିବା ହେଲା କାଳ। ରେଙ୍ଗାଳି ନଦୀବନ୍ଧରେ ଡିନାମାଇଟ ଫୁଟାଇ ମାଛ ଧରୁଥିବା ବେଳେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଅସନନାଳୀ ଗ୍ରାମର କ୍ଷମାନିଧି ଧୀବର ବୋଲି ଜଣାପଡ଼ିଛି l ଘଟଣାସ୍ଥଳରେ ଦେବଗଡ଼ ଦମକଳ ବାହିନୀ ପହଞ୍ଚି ଜଳ ଭଣ୍ଡାରରୁ ମୃତଦେହ ଉଦ୍ଧାର କରିଛନ୍ତି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *