ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର

Spread the love

ନୟାଗଡ଼ ଭାପୁର ତହସିଲ କ୍ୱାଟରରେ ଅଘଟଣ। ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର। ବିଳମ୍ୱିତ ରାତିରେ ଭାପୁର ତହସିଲ ଅଫିସର କିରାନି କୈଳାଶ ଦାସ ଫ୍ୟାନ ଲଗାଇ ସୋଇଥିଲା। ସେଥିରୁ ସର୍ଟ ସକ୍ରିଟ ହୋଇ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା। ଏନେଇ ଜାଣିପାରି ପରିବାର ସଦସ୍ୟମାନେ ବାହାରକୁ ବାହାରି ଆସିଥିବା ବେଳେ କୈଳାଶ ଆସିବାକୁ ବିଳମ୍ୱ କରିଥିଲେ। ତେବେ ଗ୍ୟାସ ଟାଙ୍କି ଫାଟି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଭାପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଭାପୁର ଅଗ୍ନିଶମ ବିଭାଗ ପଂହଁଚି ନିଆଁକୁ ଆୟତ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *