ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍

ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ବନ୍ଦ ହେଲା । ଏବେ ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ରାଜ୍ୟରେ ଦୁଇ ଦିନ ହେବ ବର୍ଷା ଲାଗିରହିଛି । ଆଜିଠାରୁ ବଢିବ ବର୍ଷାର ପରିମାଣ। ୧୬ ଯାଏଁ ପ୍ରବଳ ବର୍ଷା ହୋଇପାରେ। ଛତିଶଗଡ଼ରେ ବି ଲଗାଣ ବର୍ଷା ଆଶଙ୍କା ରହିଛି। ସାମ୍ଭାବ୍ୟ ଲଘୁଚାପରୁ ଅବପାତ ସୃଷ୍ଟି ହୋଇଥିବାରୁ ସମ୍ଭାବନା ଥିବାରୁ ପ୍ରବଳ ବର୍ଷା ଲାଗିରହିଛି । ଯଦି ବର୍ଷା ଲାଗି ରୁହେ , ତେବେ ମହାନଦୀ ପୁଣି ଫୁଲିପାରେ। ଯାହା ଫଳରେ ପୁଣି ଗେଟ ଖୋଲିବାର ସମ୍ଭାବନା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *