ଝାରସୁଗୁଡାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କଲେ

Spread the love

ଝାରସୁଗୁଡା : ଝାରସୁଗୁଡା ବିଧାନସଭା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ସମସ୍ତ ଗୁରୁଜନ, ମାଆ ଭଉଣୀ ଓ ଯୁବ ବନ୍ଧୁମାନେ ଭୋଟ୍ ଦିଅନ୍ତୁ । ଝାରସୁଗୁଡାରେ ଶାନ୍ତି ଓ ସୁଶାସନ ପାଇଁ ମତଦାନ ଦେବାକୁ ନିବେଦନ କରୁଛି ।

Leave a Reply

Your email address will not be published. Required fields are marked *