ବିକ୍ରମ ଦେବ କଲେଜରେ ବିଜ୍ଞାନ ମେଳା

ଜୟପୁର : ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । କଲେଜର ଲ୍ୟାପଟେନାଂଟ ଲକ୍ଷ୍ମଣ ପାତ୍ର ଏହି ମେଳାକୁ ଆୟୋଜନ କରିଥିଲେ । ପୋଖରାନର ନ୍ୟୁକ୍ଲିୟର ଟେଷ୍ଟର ୨୫ ବର୍ଷ ପୂର୍ତି ଅବସରରେ ଏନସିସି କ୍ୟାଡେଟ ମାନେ ବିଜ୍ଞାନ ମେଳା ଆୟୋଜନ କରିଥିଲୋ ଏହି ବିଜ୍ଞାନ ମେଳାରେ ବାରିଣିପୁଟର ପ୍ର୍ରଜେକ୍ଟ ହାଇସ୍କୁଲର ସେକେଣ୍ଡ ଅଫିସ ପର୍ଶିରାମ ସେଠି, ପ୍ରକାଶ ବିଦ୍ୟାଳୟର ସିଟିଓ ରାଜେନ୍ଦ୍ର କୁମାର ସାହୁ, ସେଣ୍ଟ ଜାଭିୟର ସ୍କୁଲର ସୁରେଶ ଖରା ଉପସ୍ଥିତ ଥିଲେ । ୪ଟି ପ୍ରଜେକ୍ଟ ପ୍ରଦର୍ଶିତ କରାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *