ମୋସନ କେନ୍ଦ୍ରାପଡା ସେଣ୍ଟର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ କିଟ୍ ପ୍ରଦାନ

Spread the love

କେନ୍ଦ୍ରାପଡ଼ା : ମୋସନ କେନ୍ଦ୍ରାପଡା ସେଣ୍ଟର ଠାରେ ଷ୍ଟୁଣ୍ଡେଣ୍ଟ କିଟ୍ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସେଣ୍ଟରର ମ୍ୟାନେଜିଙ୍ଗ ପାଟନର ଗୁଣନିଧି ଜଗତି ଛାତ୍ରଛାତ୍ରୀ ମାନଙ୍କୁ କିଟ୍ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସେଣ୍ଟରର ଇନଚାର୍ଜ ସୁଶିଲ କୁମାର ସାମଲ, ଏକାଡେମିକ ଇନଚାର୍ଜ ପ୍ରଦୀପ କୁମାର ଜେନା, ପାର୍ଟନର ଶରତ କୁମାର ବେହୁରା, ଅଶୋକ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମରୁତ କୁମାର ରାଉତ, ମନୋରଞ୍ଜନ ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ, ରାଜାରାଣୀ ବେହୁରା, ସ୍ମୃତିପ୍ରଜ୍ଞା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *