ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାତ୍ର ନିଲୁ ମହାପାତ୍ର (ରାଜସ୍ୱ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ସମେତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ସୁପର ଭାଇଜର, ରାଜସ୍ୱ ନିରୀକ୍ଷକମାନେ ଅଂଶଗ୍ରହଣ କରି ଜିଲ୍ଲାର ରାଜସ୍ୱ ସଂଗ୍ରହ ହାରକୁ ବୃଦ୍ଧି କରିବା ପାଇଁ ତ୍ୱରିତ ଗତିରେ ବକେୟା କେସଗୁଡିକୁ ଫଏସଲା କରିବା ପଇଁ ଗୁରୁତ୍ୱାରୋପ କରାଯାଇ ଥିଲା ।

Leave a Reply

Your email address will not be published. Required fields are marked *