ବିଦ୍ୟୁତ୍ ତାର ଲାଗି ଯୁବକ ମୃତ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଗାଙ୍ଗପଡା ପଂଚାୟତ ଅନ୍ତର୍ଗତ ଗଗୁଆ ଗ୍ରାମର ପ୍ରଫୁଲ୍ଲ କୁମରା ବଳ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସ୍ୱର୍ଗତ ବଳ ନିର୍ମାଣଧୀନ ଥିବା ନିଜ ଦୋକାନ ଗୃହରେ ଏକ ଟୁଲୁ ପମ୍ପ ସାହାଯ୍ୟରେ ପାଣି ଦେଉଥିବା ସମୟରେ ଅସାବଧାନତା ଯୋଗୁଁ ବିଦ୍ୟୁତ୍ ସଂସ୍ପର୍ଷରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ପଂଚାୟତର ସରପଂଚ, ସମିତି ସଭ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *