କେନ୍ଦୁଝରେ ଖଣି ଚୋରୀ ଯୋଗୁଁ ଶହ ଶହ କୋଟିର ରାଜସ୍ୱ ହାନୀ : ପଙ୍ଗୁ ପାଲଟିଅଛି ରାଜ୍ୟସ୍ତରୀୟ ଏନଫୋସମେଂଟ ସ୍କ୍ୱାର୍ଡ଼

Spread the love

କେନ୍ଦୁଝର : ରାଜ୍ୟସ୍ତରେର ଖଣି ଚୋରୀ ରୋକିବା ପାଇଁ ଏନେଫାସର୍ମେଟଂ ସ୍କାର୍ଡ ରହିଛି । ସ୍କାର୍ଡ ଅଧିନେର ଦୁଇ ଜଣ ଖଣି ଉପ ନେିଦ୍ଦର୍ଶକ ରହିଥେିଲ ମଧ୍ୟ ତାଙ୍କ ଅଧିନେର ଥିବା ୨ଜଣ ଜୁନିୟର ମାଇନିଂ ଅଫିସରଙ୍କୁ ହଠାତ୍ ବଦଳି କରିଦିଆଯିବା ଫଳରେ ଏହା ଏକ ପ୍ରକାର ପଙ୍ଗୁ ଅବସ୍ଥାକୁ ଚାଲିଆସିଛି । ଫଳେର ଏହା ପୂବର୍ପରି କାମ କରୁନଥିବାରୁ ଯୋଡା ଖଣି ମଣ୍ଡଳେର ବେଧଡକ ଖଣି ଚୋରୀ ସହ ଗ୍ରେଡ ହେରେଫର ଚାଲିଛି । ଯେଉଁଥିପାଇଁ ସରକାରଙ୍କ ବ୍ୟାପକ ରାଜସ୍ୱହାନୀ ହେବା ସହ େକେତକ ଲିଜ୍‌ଧାରୀ ଲାଭବାନ ହେଉଛନ୍ତି । ଏହାର ପ୍ରଭାବ ଗତ ବର୍ଷ ଖଣି ରାଜସ୍ୱ ଆଦାୟେର ମଧ୍ୟ ପଡିଥିଲା । ୨୦୨୧-୨୨ ଆଥିର୍କ ବଷର୍ରେ ରାଜ୍ୟେର ଖଣି ରାଜସ୍ୱ ବାବଦେର ୪୯ହଜାର କୋଟି ଟଙ୍କା ଆଦାୟ ହୋଇଥିବୋବେଳ ଗତ ୨୦୨୨-୨୩ଆଥିର୍କ ବର୍ଷରେ ୫୦ହଜାର କୋଟି ଟଙ୍କା ଟୋଗର୍ଟ ସେତ୍ୱ ୩୭ହଜାର୧୭୪କୋଟି ଟଙ୍କା ଆଦାୟ ହୋଇଛି । ଅଥାର୍ତ ଧାର୍ଯ୍ୟଲକ୍ଷ୍ୟ ଠାରୁ ୧୨ହଜାର୮୨୬କୋଟି ଟଙ୍କା କମ୍ ରାଜସ୍ୱ ଆଦାୟ ହୋଇଛି । ସେହିପରି ଯୋଡା ସକର୍ଲେର ୨୪ହଜାର୮୭୨କୋଟି ଟଙ୍କା ଟର୍ଗେଟ ଥିବୋବେଳ୧୬ହଜାର୮୬୪କୋଟି ଟଙ୍କା ଆଦାୟ ହୋଇଛି । ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୮୦୦୮କାଟି ଟଙ୍କା କମ୍ ରାଜସ୍ୱ ଆଦାୟ ହୋଇଛି । ଖଣି ଚୋରୀ ରୋକିବା ପାଇଁ ଖଣି ବିଭାଗ ପକ୍ଷରୁ ଦୃଢ ପଦେକ୍ଷପ ନିଆଯାଉନଥିବାରୁ ଚୋରୀ ପୂବର୍ପରି ଜାରୀ ରହିଛି ବୋଲି ସଦର ବିଧାୟକ ତଥା ବେିରାଧି ଦଳ ମୁଖ୍ୟ ସେଚତକ ମୋହନ ଚରଣ ମାଝୀ ଅଭେିଯାଗ କରିଛନ୍ତି । ଖଣି ବିଭାଗର କେତେକ ଅସାଧୁ ଅଧିକାରୀଙ୍କ ସଲାସୁତୁରାରେ ଖଣି ଚୋରୀ ଚାଲିଛି । ଧରପଗଡ ଲୋକ ଦେଖାଣିଆ ହେଉଥିବାରୁ ଚୋରୀ ରୋକା ଯାଇପାରୁନାହିଁ । ପ୍ରକାଶ ଯେ, ଖଣି ମହାଦୂନିର୍ତୀ ପେର ସରକାର ଖଣି ଚୋରୀ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦେକ୍ଷପ ଗ୍ରହଣ ପେର ବି ତାହା ବେିଶଷ ସଫଳ ହୋଇ ପାରୁନାହିଁ । ଖଣି ନିଲାମ ପୂବର୍ରୁ ଯେଉଁ ଖଣେିର ଉଚ୍ଚମାନର ଲୁହାପଥର ଏବଂ ମାଙ୍ଗାନିଜ ଥିଲା େଏବ ସେହି ଖଣିରୁ ବାହାରୁ ଥିବା ଖଣିଜ ପଥର କମ ଗ୍ରେଡର କିପରି ହେଲା ବୋଲି ପ୍ରଶ୍ନ ଉଠିଛି । ନୟାଗଡ ଖେସରା ଜଙ୍ଗଲ,ପୀଢେପାଖରୀ ଖେସରା ଜଙ୍ଗଲ,ମଲଦା ଖେସରା ଜଙ୍ଗଲ,ମାଲାଙ୍ଗେଟାଲୀ ଖେସରା ଜଙ୍ଗଲରୁ ବ୍ୟାପକ ପରିମାଣର ଲୁହାପଥର ଏବଂ ମାଙ୍ଗାନିଜ ଚୋରୀ ହେଉଛି । ୨୦୨୦ଏବଂ ୨୦୨୧ ବଷର୍ରେ ଖଣି ଓ ବନ ବିଭାଗକୁ ବେଶ ସଫଳତା ମିଳିଥିବୋବେଳ ୨୦୨୨ରେ କମ ସଂଖ୍ୟକ ଗାଡି ଜବତ୍ ହୋଇଛି । ସେହିପରି ଖଣିରୁ ଲୁହାପଥର ମାନ ନିର୍ଦ୍ଧାରଣ ସଠିକ୍ ଭାବେର ହେଉନଥିବାରୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉଛି । ଗୋଟିଏ ଷ୍ଟାକରୁ ପରମିଶନ ହୋଇ ଅନ୍ୟ ଗୋଟିଏ ଷ୍ଟାକରୁ ଚାଲାଣ କରାଯାଉଛି । ରାଜ୍ୟସ୍ତରୀୟ ଏନେଫାସର୍ମେଟଂ ସ୍କ୍ୱାର୍ଡ ଖଣି ଚୋରୀ ରୋକିବା ପାଇଁ ଥେôଲ ମଧ୍ୟ ଆଶାନୁରୁପ ସଫଳ ହେଉନାହିଁ । କାଁଭାଁ ଚଢାଉ ଓ ଅଳ୍ପ କିଛି ଟଙ୍କା ଜରିମାନା ବ୍ୟତିତ ଲିଜ୍‌ଧାରୀଙ୍କ ବିରୁଦ୍ଧେର ଦୃଷ୍ଟାନ୍ତମୂଳକ ପଦେକ୍ଷପ ନିଆଯାଉନାହିଁ । ଷ୍ଟକ ଯାଂଚ ଠିକ୍ ଭାବେର ହେଉନଥିବାରୁ ଖଣି ଚୋରୀ ଏବଂ ଗ୍ରେଡ ହେରେଫର ପର୍ଦ୍ଦାଫାଶ ହୋଇପାରୁନାହିଁ । ରାଜ୍ୟସ୍ତରୀୟ ସ୍କ୍ୱାର୍ଡ ଯାଂଚ କରିବାକୁ ଆସିବା ପୂବର୍ରୁ ଲିଜ୍‌ଧାରୀଙ୍କୁ ସୂଚନା ମିଳିଯାଉଛି । ସେହିପରି ଲୁହାପଥର ରାସ୍ତାେ,ରଳ ତଥା ସ୍ଲରି ପାଇପେର ପରିବହନ ହେଉଥେôଲ ହେଁ ସଠିକ୍ ଯାଂଚ କରାଯାଇ ପାରୁନଥିବାରୁ େକେତ ପରିମାଣର କେଉଁ ଗ୍ରେଡର ଲୁହାପଥର ଚାଲାଣ ହେଲା ତାହାର ସଠିକ୍ ସୂଚନା ମିଳି ପାରୁନାହିଁ । ଓଜନେର ଠେକଇ ହେଉଥିବାରୁ ସରକାରଙ୍କ ରାଜସ୍ୱ କ୍ଷତି ହେଉଛି । ଖଣି ଚୋରା କାରବାର ରୋକିବାକୁ ଗୁରୁତ୍ୱ ଦେବା ବଦଳେର ଖଣି ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ଅୋୟାଜନ ଆଳେର କମ୍ପାନୀ ମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭେିଯାଗ ହେଉଛି । ଏଣୁ କମ୍ପାନୀମାନଙ୍କ ବିରୁଦ୍ଧେର କୋହଳ ନୀତି ଅବଲମ୍ବନ କରୁଛି । ଖଣି ବିଭାଗର ଅଧିକାରୀ ନିଯୁକ୍ତି ନ କରି ଓଏମ୍‌ସିରୁ ଡେପେୁଟସେର ୬ଜଣ ଜୁନିୟର ମାଇନିଂ ଅଫିସର ପଠାଯାଇଥିବାରୁ ସଠିକ୍ ତଦାରଖ ହୋଇପାରୁନାହିଁ । ଏହି କମର୍ଚାରୀମୋନ ଖଣି ମନ୍ତ୍ରୀଙ୍କ ଜିଲା ଅଂଚଳର ବୋଲି ଅୋଲାଚନା ହେଉଥିବୋବେଳ ସେମାନଙ୍କୁ ଜଗିବାକୁ ବା ତାଗିଦ୍ କରିବାକୁ କାହାର ସାହାସ ହେଉନାହିଁ । ଫଳେର ଚୋରା କାରବାର ବଢୁଥିବା ବିଧାୟକ ଶ୍ରୀ ମାଝୀ ଅଭେିଯାଗ କରିଛନ୍ତି । ଯୋଡା ଖଣିମଣ୍ଡଳେର ଖଣିଜ ପଥର କମ ଗ୍ରେଡର ପରମିଶନ ହୋଇ ଅଧିକ ଗ୍ରେଡର ପରିବହନ ହେଉଥିବା ରାସ୍ତୋର ଯାଂଚ େବେଳ ଧରାପଡିଥେôଲ ହେଁ ବିଧାନସଭାକୁ ଖଣି ବିଭାଗ ଭୂଲ ତଥ୍ୟ ଦେଇ ଗ୍ରେଡ ହେରେଫର ହେଉନଥିବା ରେିପାର୍ଟ ଦିଆଯାଉଛି । ବିଧାନସଭାକୁ ଖଣି ବିଭାଗ ମିଛ ତଥ୍ୟ ଦେଉଥିବା ସେ ଅଭେିଯାଗ କରିଛନ୍ତି । ରାସ୍ତୋର ଖଣି ବିଭାଗ ଏନେଫାସର୍ମେଟଂ ସ୍କ୍ୱାର୍ଡ ଦ୍ୱାର ଯାଂଚ ସମୟେର ଧରାପଡେିଲ ମଧ୍ୟ ଠିକ ଭୋବ ଯାଚଂ ହେଉନଥିବାରୁ କୋଟି କୋଟି ଟଙ୍କାର ଚୋରୀ ଲୋକେଲାଚନକୁ ଆସିପାରୁନାହିଁ । ଯୋଡା ଖଣି ମଣ୍ଡଳେର ଗତ ୨ବଷର୍ରେ ସ୍କ୍ୱାର୍ଡ ଦ୍ୱାରା ଯାଞ୍ଚ ସମୟେର କେଉଁ କେଉଁ ଖଣିରୁ ଗ୍ରେଡ ହେରେଫର ହୋଇ ପରିବହନ ସମୟେର ଗ୍ରେଡ ହେରେଫର ଧରାପଡିଛି ଏବଂ ସେମାନଙ୍କ ବିରୁଦ୍ଧେର ଖଣି ବିଭାଗ କି ପଦେକ୍ଷପ ନେଇଛି ତାହାର ସୂଚନା ସବର୍ସାଧାରଣ କରିବାକୁ ସେ ଦାବୀ କରିଛନ୍ତି । ଖଣି ଚୋରୀ ରୋକିବା ପାଇଁ କେନ୍ଦୁଝର,ଯାଜପୁର,ମୟୁରଭଞ୍ଜର ଏବଂ ସୁନ୍ଦରଗଡ ଜିଲ୍ଲାକୁ ନେଇ ଏକ ସ୍ୱତନ୍ତ୍ର ଟାକ୍ସ ଫୋସ(ର୍ଏସଟିଏଫ୍‌) ଗଠନ କରି ଏହାକୁ ମୁଖ୍ୟ ଜେଣ ଡିଆଇଜି ପାହ୍ୟାର ଅଧିକାରୀ ଅବସ୍ଥାପିତ କରିବା ସହ ଏହାର ମୁଖ୍ୟାଳୟ କେନ୍ଦୁଝରେର କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *