ହିତାଧିକାରିଙ୍କ ଘର ଘର ବୁଲି ସମସ୍ୟା ବୁଝିଲେ ପୌର କାଯ୍ୟନିବାହି ଅଧିକାରି

Spread the love

ଜୟପୁର : ଜୟପୁର ପୌରାଞ୍ଚଳରେ ହାତିଧିକାରିଙ୍କ ଘର ଘର ବୁଲି ସମସ୍ୟା ବୁଝିଲେ ପୌର କାଯ୍ୟନିବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ । ଜୟପର ପୌରାଞ୍ଚଳରର ୨୫ ଓ ୨୮ ନମ୍ବର ଓାର୍ଡରେ ରହୁଥିବା ଥିବା ବାଦ୍ଧକ୍ୟ, ଦିବ୍ୟାଙ୍ଗ, ଶଯ୍ୟାସାଇ ଭତ୍ତା ହିତାଧିକାରିଙ୍କ ଘର କୁ ଯାଇ ସେ ମାନଙ୍କ ସୁବିଧା ଓ ଅସୁବିଧା ବୁଝିବା ସହ ଭତ୍ତା ପ୍ରଦାନ କରାଯାଇଛି । ଏହି କାଯ୍ୟକ୍ରମରେ ଜୟପୁର ପୌର କାଯ୍ୟନିବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, କାଉନସିଲର ସଜପାଲ ପାଜି, ଶାନ୍ତି ନାୟକ ଓ ପୌର କର୍ମଚାରି ଘର ଘର ବୁଲି ହିତାଧିକାରିଙ୍କ ସମସ୍ୟା ବୁଝିଛନ୍ତି । ଓ ସମସ୍ୟାର ସମାଧାନ କରିବା ପାଇ ପ୍ରତିଶ୍ରୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *