ଭତ୍ତା ପାଇଁ ଉପ ଜିଲାପାଳଙ୍କ ଦ୍ୱାରସ୍ଥ

Spread the love

ଜୟପୁର : ଭତ୍ତା ପାଇଁ ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ହିତାଧିକାରି । ଜୟପୁର ବ୍ଲକର ବାୟାଗୁଡା ଓ ଘିଉରି ଅଞ୍ଚଳର ବାସିନ୍ଦା ମାନେ ଅନ୍ତା ପଞ୍ଚାୟତର ସରପଞ୍ଚ ବାବୁଲା ପୁଜାରି ଓ ରମେଶ ଗୌଡ ଙ୍କ ନେତୃତ୍ତ୍ୱରେ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଥିଲେ । ଗ୍ରାମର ଲଚମା ନାୟକ, ମୁକ୍ତା ପୁଜାରୀ, ଫୁଲମତି ପୁଜାରୀ, ନବିନ ପାତ୍ର, କୁସୁମା ପୁଜାରି ପ୍ରମୁଖ ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *