ପୋଖରୀ ରେ ବୁଡି ଭାଇ ଭଉଣୀ ମୃତ

Spread the love

ଜୟପୁର : ପୋଖରୀ ରେ ବୁଡି ଦୁଇ ଭାଇ ଭଉଣୀ ଙ୍କ ମୃତ୍ୟ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମ ନିକଟସ୍ଥ ପୋଖରୀ ରେ ଜୀନୁ ବଡ଼ନାୟକ ଙ୍କ ୫ ବର୍ଷ ର ପୁଅ ଯୋଗେଶ ଏବଂ ୧୦ ବର୍ଷ ର ଝିଅ ସନ୍ତୋଷୀ ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ବିଲ ରେ କାର୍ଯ୍ୟ କରୁଥିଲେ ଜୀନୁ ସେହି ସମୟରେ ଦୁଇ ଭାଇ ଭଉଣୀ ଖେଳୁ ଖେଳୁ ନିକଟରେ ଥିବା ପୋଖରୀ କୁ ଚାଲିଯାଇଥିଲେ । କିଛି ସମୟ ପରେ ଜୀନୁ ଦୁଇଜଣ ଙ୍କୁ ଖୋଜା ଖୋଜି କରିଥିଲେ କିନ୍ତୁ ମିଳି ନ ଥିଲା । ସ୍ଥାନୀୟ ଲୋକ ମାନେ ପୋଖରୀ ରେ ଦୁଇ ଭାଇ ଭଉଣୀ ଭାସୁଥିବା ଦେଖି ବାହାର କୁ ଆଣିଥିଲେ । କିନ୍ତୁ ସେତେବେଳେ କୁ ଦୁଇ ଭାଇ ଭଉଣୀ ଙ୍କ ର ଜୀବନ ଚାଲିଯାଇଥିଲା । ଏବେ ଗ୍ରାମରେ ସମ୍ପୂର୍ଣ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କାନ୍ଦବୋବାଳି ରେ ଗାଁ ଦାଣ୍ଡ ଫାଟି ପଡୁଛି କ୍ଷ ମାଛକୁଣ୍ଡ ପୋଲିସ ଶବ କୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *