ରାସ୍ତା କାମ ତଦନ୍ତ ପାଇଁ ଭିଜିଲାନ୍ସରେ ଅଭିଯୋଗ

Spread the love

ଜୟପୁର : ଭିଜିଲାନ୍ସ ରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ସମାଜସେବି ହରି ରାଓ । ଉକ୍ତ ଅଭିଯୋଗରେ ଉଲ୍ଲେଖ କରାଯାଇଛି । ସାନ କାଉଡି ମାଇନର କେନାଲର ରାସ୍ତା ଅତି ନିମ୍ନ ଧରଣ ହୋଇଥିବାରୁ ଅଭିଯୋଗ ହୋଇଛି । ଏହି ରାସ୍ତା ପାଇଁ ୭ ରୁ ୮ ଲକ୍ଷ ଟଙ୍କା ବିନିମୟରେ କରାଯାଇଥିବା ବେଳେ ନିମ୍ନ ମାନର କାମ କରାଯାଇଛି । ତେଣୁ ଭିଜିଲାନ୍ସ ବିଭାଗ ଏହି ରାସ୍ତାର ତଦନ୍ତ କରି ପୁଣି ଥରେ ରାସ୍ତା ନିର୍ମାଣ ପାିଁ ନିର୍ଦ୍ଦେଶ ଦେବାକୁ ସମାଜ ସେବି ହରି ରାଓ, ବୁଦୁ ହରିଜନ, ଆଶୋକ ନାୟକ, ଭବବାନ ଖିଲ ପ୍ରମୁଖ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *