ଜୟପୁର ନିୟନ୍ତ୍ରିତ ବଜାର କମିଟି ପରିସରେ ଧାନ ମଣ୍ଡି ଉଦଘାଟିତ

Spread the love

ଜୟପୁର : ଜୟପୁର ନିୟନ୍ତ୍ରିତ ବଜାର କମିଟି ପରିସରେ ଥିବା ମାର୍କେଡ ୟାର୍ଡରେ ଉମୁରି ଧାନ ମଣ୍ଡି ଉଦଘାଟିତ ହୋଇଛି । ରବି ମଣ୍ଡି ଉଦଘାଟନି କାଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଏହି ମଣ୍ଡିରେ ଫୁଲବାଡର ମାଁ ତାରିଣି ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଛନ୍ତି । ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରି ଜିଲା ଯୋଗାଣ ଅଧିକାରି ସୁଶୀଲ କୁମାର ଜେନା, ଉମୁରି ସରପଂଚ ସବିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *