ଫେରାର ଅଭିଯୁକ୍ତକୁ ଗିରଫ କଲା ଜୟପୁର ଟାଉନ ପୋଲିସ

Spread the love

ଜୟପୁର : ଫେରାର ଅଭିଯୁକ୍ତ କୁ ଗିରଫ କଲା ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଇରିଗେସନ କୋଲନି କେନ୍ଦୁଗୁଡାର ସତ୍ୟ ଜାନି (୩୮) । ପୋଲିସ ସୁଚନା ଅନୁଯାଇ ଜୟପୁର ସହରର ଇରିଗେସନ କୋଲନି କେନ୍ଦୁଗୁଡାର ସତ୍ୟ ଜାନି ନାମରେ ଟାଉନ ଥାନା ରେ ଅପରାଧିକ ମାମଲା ରହିଥିଲା ସେହିଦିନ ଠାରେ ସେ ଫେରାର ଥିବା ବେଳେ ଆଜି କେନ୍ଦୁଗୁଡାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜୟପୁର ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *