ମାଓବାଦୀ ମାନେ ରାୟଗଡା ଜିଲ୍ଲାରେ ଲଗାଇଲେ ପୋଷ୍ଟର , ବନ୍ଦ ପାଇଁ ଦେଲେ ଆହ୍ୱାନ

Spread the love

ଭୁବନେଶ୍ୱର : ମାଓବାଦୀ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ୨୪ ଘଂଟିଆ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପଙ୍କାଲଗୁଡା ପୋଲ ନିକଟରେ ମାଓ ବାଦୀ ପୋଷ୍ଟର ଲଗାଯାଇଛି କ୍ଷ ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରି ସାତ ଜିଲ୍ଲାକୁ ୨୪ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ।

ଚନ୍ଦ୍ରପୁର ଥାନା ଅନ୍ତର୍ଗତ କଙ୍କାଳ ଗୁଡି ମୁଖ୍ୟ ରାସ୍ତା ବ୍ଲକ କରିବା ସହିତ ବ୍ୟାନର ପୋଷ୍ଟର ଲଗାଯାଇଛି । ସେମାନେ ଗଛ କାଟି ରାସ୍ତା ଅବରୋଧ କରିଥିବା କାରଣରୁ ରୋଡ ବ୍ଲକ ଫଳରେ ତେଲେଙ୍ଗା ପଦର ଛକରୁ ଚନ୍ଦ୍ର ପୁରୁ କୁ ଗମନା ଗମନ ବାଧା ପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *