ଶୈବପୀଠରେ ଗଂଜେଇ ବ୍ୟାନ୍ କୁ ତଥାଗତଙ୍କ ବିରୋଧ

Spread the love

ଭୁବନେଶ୍ୱର :  ଶୈବପୀଠ ଗୁଡ଼ିକରେ ଗଞ୍ଜେଇ ସେବନକୁ ନିଷେଧ ନିର୍ଦ୍ଦେଶନାମାକୁ ଧରିତ୍ରୀ ସମ୍ପାଦକ ତଥା ପୂର୍ବତନ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ଦୃଢ ବିରୋଧ କରିଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି ଯେ ବର୍ତମାନର ଶାସନ ଓଡ଼ିଆ ସଂସ୍କୃତି ବିଷୟରେ ଅନଭିଜ୍ଞ । ଏହାକୁ ବିରୋଧ କରିବା ସହ ତୁରନ୍ତ ଏହି ନିର୍ଦ୍ଦେଶନାମାକୁ ହଟାଇବା ପାଇଁ ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *