ମହାନଦୀ ଜଳ ବିବାଦ ମାମଲାରେ ସମୟ ମାଗିଲା ଓଡ଼ିଶା

Spread the love

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଶୁଣାଣୀ ବେଳେ ମହାନଦୀ ଟ୍ରିବ୍ୟୁନାଲଙ୍କୁ ଓଡିଶା ୪ ସପ୍ତାହ ସମୟ ମାଗିଛି ।

କମନ ଇନଫର୍ମେସନ ଫର୍ମାଟ ଦାଖଲ ପାଇଁ ଓଡିଶା ଚାରି ମାସ ସମୟ ମାଗିଛି । ଏହି ମାମଲାର ଅଗଷ୍ଟ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *