ପାରାଦୀପ୍ କଟକ ରାସ୍ତା ଅବରୋଧ କଲେ ବରେଇ ଗ୍ରାମବାସୀ 

Spread the love

ବରେଇ ଗ୍ରାମବାସୀ ଆଜି ପାରାଦୀପ୍ କଟକ ରାସ୍ତା ଅବରୋଧ କରିଛନ୍ତି । ଗ୍ରାମର କଣ୍ଡୁରୀ ରାଉତ ଆଜି ନିଜ ବିଲ କୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ଯାଇଥିବା ଏକ ବିଦ୍ୟୁତ୍ ତାରରେ ତାଙ୍କ ଦେହରେ ଲାଗିଯିବାରୁ ଘଟଣା ସ୍ଥଳରେ କଣ୍ଡୁରୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  । ବିଲରେ ଅଳ୍ପ ଉଚତା ରେ ବିଦ୍ୟୁତ୍ ତାର ଯାଇଥିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ଓ ତାଙ୍କ ପରିବାର କୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ମାନେ ଦାବି କରି ମୁଖ୍ୟ ରାସ୍ତା କୁ ଅବରୋଧ କରି ଅଛନ୍ତି  ।

Leave a Reply

Your email address will not be published. Required fields are marked *