ଦିବୃଗଡ – କନ୍ୟାକୁମାରୀ ଯାଉଥିବା ବିବେକ ଏକ୍ସପ୍ରେସରେ ଧୂଆଁ । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ବାହାରିଲା ଧୂଆଁ । ଟ୍ରେନର ଚକା ଜାମ୍ ଥିବାରୁ ଧୂଆଁ ବାହାରିଥିଲା । ଯାହା ଫଳରେ ଯାତ୍ରା କରୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ । ତେବେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଟ୍ରେନ୍ଟିର ତ୍ରୁଟି ମରାମତି ପରେ ଟ୍ରେନ୍ଟି ପୁଣି ଯାତ୍ରା ଆରମ୍ଭ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now