ଆଳୁ ନେଇ ପୁଣି ଯୋଗାଣ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି । ଆଳୁ ଦର ନେଇ ଯେଉଁ ମନ୍ତବ୍ୟ ଦିଆଯାଉଛି ଠିକ୍ ମନ୍ତବ୍ୟ ଦିଆଯାଉଛି l ଆଳୁ ଏବେ ରାଜ୍ୟରେ ବହୁତ ପହଂଚିଛି। ଅଧିକ ମହଜୁଦ ଅଛି l ଆଳୁ ଦର କେଜି ପ୍ରତି ୩୦ରୁ ୩୫ ଟଙ୍କା ଅଛି l ଆଳୁ ବହୁତ କମିବ l ଆଳୁକୁ ନେଇ ଶୁଖିଲା ରାଜନୀତି କରାଯାଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ l

Naxatra News is now on Whatsapp
Join and get latest news update delivered to you via whatsapp
Join Now