ପୁରୀ ରେଲୱେ ଷ୍ଟେସନରେ ଅଟକି ରହିଥିବା ଯାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳ ବଂଟନ

Spread the love

ପୁରୀ : ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ରେଳ ଦୁର୍ଘଟଣା ପାଇଁ ପୁରୀ ରେଲୱେ ଷ୍ଟେସନରେ ଅଟକି ରହିଥିବା ଯାତ୍ରୀ ମାନଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଦ୍ଵାରା ଖାଦ୍ୟ ଓ ପାନୀୟ ଜଳ ବଂଟନ କରାଯାଇଛି । ଖୁବ୍ ଶୀଘ୍ର ରେଳ ସେବା ସ୍ଵାଭାବିକ୍ ହେବା ନେଇ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *