21ରୁ ବର୍ଷାର ବିସ୍ତୃତି ବଢିବ ବୋଲି ପାଣିପାଗ କେନ୍ଦ୍ରର ସୂଚନା

Spread the love

ଭୁବନେଶ୍ୱର : ରାଜ୍ୟରେ ୨୧ ରୁ ବର୍ଷାର ବିସ୍ତୃତି ବଢିବ । ୨୨ ରେ ବର୍ଷା ର ପରିମାଣ ବଢିବ । ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୨୧ ଜୁନ ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୨୨ ଜୁନ ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *