ଭବ୍ୟ ରାମ ମନ୍ଦିରରେ ପ୍ରତିଷ୍ଠା ହେବ ରାମ ଦରବାର

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ  ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଚା ଉସବର ପ୍ରାୟ ଦେଢ ବର୍ଷ ପରେ ଏବେ ଆଉ ଏକ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଶ୍ରୀ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଠର ବୈଠକ ରେ ପ୍ରସ୍ତିତ ସମୀକ୍ଷା କରାଯାଇଥିଲା ।ଏହି ଦରବାର ମନ୍ଦିରର ପ୍ରଥମ  ମହଲାର ନିମିତ ହୋଇଛି । ଯାହାକୁ ରାମ ଦରବାର ଭାବରେ ପ୍ରତିଷ୍ଠିତ କରାଯିବ । ଏହି ସମାରୋହ  ୨୨ ଜାନୁଆରୀ ୨୦୨୪ରେ ଆୟୋଜିତ ମହାନ ସମାରୋହ ପରି ହେବ ନାହି । ଏହାର ଫର୍ମାଟ  ବହୁତ  ବ୍ୟାପକ ହେବ । ରାଜା ରାମଙ୍କ ପବିତ୍ର ଅଭିଷେକ ଉସବ । ମଧ୍ୟ ମନ୍ଦିର ନିର୍ମାଣର ଏକ ପକାର ସମାପ୍ତି ହେବ। ଏହା ୨୦୨୦ରେ ସୁପ୍ରିମକୋର୍ଟ ନିଷ୍ପତି ପରେ ଆରମ୍ଭ ହୋଇଥିଲା । ମନ୍ଦିର ନିର୍ମାଣ କମିଟିର ନେତୃତ୍ୱ ବର୍ତ୍ତମାନ ପ୍ରଧାନମନ୍ରୀ ମୋଦିଙ୍କ ପୂବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ନେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *