ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି – ଧର୍ମେନ୍ଦ୍ର ପ୍ରଧାନ

Spread the love

ସମ୍ବଲପୁର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ରଙ୍ଗବତୀ ଜିତେନ୍ଦ୍ର ହରିପାଲ ଓ ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କୁ ଭେଟିଛନ୍ତି ।

ସେ କହିଛନ୍ତି ଯେ ସମ୍ବଲପୁର ଗସ୍ତ ଅବସରରେ ‘ରଙ୍ଗବତୀ’ ଗୀତର ଗାୟକ ତଥା ପଦ୍ମ ପୁରସ୍କାରରେ ସମ୍ମାନିତ ଜିତେନ୍ଦ୍ର ହରିପାଲ ଓ ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କୁ ଭେଟି ଆନନ୍ଦିତ । ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି ।

Leave a Reply

Your email address will not be published. Required fields are marked *