ଜୁନ୍ ୨୧ରୁ ଖୋଲିବ ସବୁ ସ୍କୁଲ

Spread the love

ଭୁବନେଶ୍ୱର : ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକ ଗ୍ରୀଷ୍ମଛୁଟି ପରେ ଜୁନ୍ ୨୧ ତାରିଖରେ ଖୋଲିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ପୂର୍ବରୁ ସ୍କୁଲ ଗଡିକ ଜୁନ୍ ୧୯ରେ ଖୋଲିବାର ଥିଲା କିନ୍ତୁ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଯୋଗୁଁ ୧୯ ବଦଳରେ ୨୧ ତାରିଖରେ ଖୋଲିବବୋଲି ସ୍ଥିର ହୋଇଛି ।

Leave a Reply

Your email address will not be published. Required fields are marked *