ବାପୁଜୀ ନାଗରିକ ମଞ୍ଚ ଓ ଯୁଗଜ୍ୟୋତି ସଂଗଠନ ପକ୍ଷରୁ ସମୂହ ନୀରବ ପ୍ରାର୍ଥନା

Spread the love

ଧର୍ମଶାଳା : ଚଳିତ ସପ୍ତାହରେ ବାଲେଶ୍ଵର ଜିଲାର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇବା ସହିତ ଅନେକ ଲୋକ ଆହତ ହୋଇ ମେଡିକାଲରେ ଚକିତ୍ସିତ ହେଉଛନ୍ତି । ଏହି ଅବସରରେ ସ୍ଵର୍ଗତ ଆତ୍ମାର ସଦଗତି ଓ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲା କୁଆଖିଆସ୍ଥିତ ବାପୁଜୀ ନାଗରିକ ମଞ୍ଚ ଓ ଯୁଗଜ୍ୟୋତି ସଂଗଠନ ପକ୍ଷରୁ ଏକ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ୨ ସଂଗଠନର କର୍ମକମର୍ତା ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ଯୋଗ ଦେଇ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *