STF ଟିମର ଚଢାଉ, ୨୦ଟି ହାଇଓ୍ବା ଜବତ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ରାଇଗୋଡା ପାହାଡରେ ଚାଲିଥିଲା ବେଆଇନ କଳା ମୁଗୁନି ପଥର ଖାଦାନ। ଦୈନିକ କୋଟିକୋଟି ଟଙ୍କାର କଳା ମୁଗୁନି ପଥର ଚାଲାଣ କରୁଥିଲେ ଦୁର୍ବୁର୍ତ୍ତ । ଯାହାର ଖବର ପାଇ STF ଟିମ ସୋମବାର ରାତରେ ଏହି ବେଆଇନ ଖାଦାନ ଉପରେ ଚଢାଉ କରି କୋଡିଏଟି ହାଇଓ୍ବା ଜବତ କରିଛି । ଭୁବନ ପୋଲିସ ସମସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *