ମହିଳାଙ୍କୁ ଦଳିଦେଲା ହାତୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳ ଅନ୍ତର୍ଗତ କନ୍ତର କୋଇଡ଼ାରେ ଶନିବାର ରାତିରେ ଘର ସମ୍ମୁଖରେ ଜଣେ ମହିଳାଙ୍କୁ ଦଳି ଦେଇଛି ଏକ ଜଙ୍ଗଲି ଦନ୍ତା ହାତୀ । ଫଳରେ ସମ୍ପୃକ୍ତ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗାଁ ପାଖ ଜଙ୍ଗଲରେ ଜଙ୍ଗଲରେ ରହିଛନ୍ତି ଏକ ୭ ଟିକିଆ ହାତୀପଲ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *