କଳିଙ୍ଗ ଷ୍ଟାଡିୟମ୍ ରେ ଜିମ୍ନାଷ୍ଟିକ୍ସ ହାଇ ପରର୍ଫମାନ୍ସ ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମ୍ ଠାରେ ଜିମ୍ନାଷ୍ଟିକ୍ସ ହାଇ ପରର୍ଫମାନ୍ସ ସେଣ୍ଟର ଓ ନୂତନ ହକି ହାଇ ପରର୍ଫମାନ୍ସ ସେଟରର ଉଦଘାଟନ କରିଛନ୍ତି । ଜିମ୍ନାଷ୍ଟିକ୍ସ ହାଇ ପରର୍ଫମାନ୍ସ ସେଣ୍ଟର ଆର୍ସେଲର ମିତଲ ନିପ୍ପନ ଷ୍ଟିଲ ସହଭାଗିତାରେ ନିର୍ମାଣ କରାଯାଇଥିବା ବେଳେ ହକି ହାଇ ପରର୍ଫମାନ୍ସ ସେଣ୍ଟର ପାଇଁ ଟାଟାଷ୍ଟିଲ ଓ ଟାଟା ଟ୍ରଷ୍ଟ ସହଯୋଗ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆସନ୍ତା ୨୦୨୩ ଅସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଓଡିଆ ଜିମ୍ନାଷ୍ଟ ରାକେଶ ପାତ୍ର ଓ ତପନ ମହାନ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *