ଭୁବନେଶ୍ୱର : ନୀତି ଆୟୋଗ ବୈଠକରେ ଓଡିଶା ଯୋଗ ନଦେବାକୁ ସମାଲୋଚନା କରିଛନ୍ତି
ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି ଓଡ଼ିଶା ନୀତି ଆୟୋଗ ବୈଠକରେ ଯୋଗ ନଦେବା ଯୋଗୁଁ ଓଡିଶାବାସୀ ନିଜ ହକ୍ ରୁ ବଞ୍ଚିତ ହେବେ । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଆମ ପ୍ରତିନିଧି । ୨୦୪୭ ମସିହା ଭିତରେ କଣ କଣ ଆମେ ଭିଜନ ରଖିଛନ୍ତି, ନୀତି ଆୟୋଗ ବୈଠକକୁ ଯାଇ ସେଥିରେ ଯୋଡ଼ି ହୋଇପାରିଥାନ୍ତେ । ଏହା ସାଢ଼େ ୪ କୋଟି ଓଡିଆଙ୍କ ଶ୍ୱାର୍ଥର ପରିପନ୍ଥୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now