ରେଳ ଦୁର୍ଗତଙ୍କୁ ସହାୟତା ପାଇଁ ୨୦ ଲକ୍ଷ ଟଙ୍କାର ପ୍ରଦାନ କଲା ଭେଟନାରୀ ସେବା ସଂଘ

Spread the love

ଭୁବନେଶ୍ୱର : ରାଜ୍ୟ ଭେଟନାରୀ ସେବା ସଂଘ ତରଫରୁ ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସଂଘର କର୍ମକର୍ତାମାନେ ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଏହି ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *